🚚 Free Shipping I 💵 Cash on Delivery

ପିଆଜ, ରସୁଣ, ଲଙ୍କା, ଅଦା, ଟମାଟୋ, ଓ ସବୁଜ ପନିପରିବାକୁ କେବଳ କିଛି ସେକେଣ୍ଡରେ କାଟନ୍ତୁ।

ସ୍ମାର୍ଟ ଭେଜିଟେବଲ୍ ଚପର୍

“25% OFF”

📦 ପ୍ରଡକ୍ଟର ବିଷୟରେ 

  • Premium Quality
  • ହାଲୁକା ଓ ମଜବୁତ ଡିଜାଇନ୍
  • ବିଦ୍ୟୁତ ବିନା ବ୍ୟବହାର କରିପାରିବେ
  • ଦୈନନ୍ଦିନ ବ୍ୟବହାର ପାଇଁ ଉପଯୋଗୀ
  • ସହଜରେ ସଫା କରିପାରିବେ

📦 ବକ୍ସ ଭିତରେ କ’ଣ କ’ଣ ମିଳିବ?

    • 🥣 ୧ଟି ଫୁଡ୍ ଗ୍ରେଡ୍ ଚପର୍ ବାଉଲ୍
    • 🔪 ୧ଟି ଧାରୁଆ ଷ୍ଟେନଲେସ୍ ଷ୍ଟିଲ୍ ବ୍ଲେଡ୍
    • 🟢 ୧ଟି ପୁଲ୍-କର୍ଡ ଢାକଣ
    • 📖 ୧ଟି ବ୍ୟବହାର ନିର୍ଦ୍ଦେଶିକ ବହି 

🌟 ଭେଜିଟେବଲ୍ ଚପର୍ ବ୍ୟବହାରର ଲାଭ କ’ଣ ?

 

    • ⏱️ ସମୟ ସଞ୍ଚୟ କରେ

    • ⚡ ବିଦ୍ୟୁତ ବିନା ବ୍ୟବହାର

    • 🧼 ସହଜରେ ସଫା କରିପାରିବେ

    • 🥗 ରୋଷେଇ କାମକୁ ସହଜ କରେ

    • 🏡 ପ୍ରତିଦିନର ଘରୋଇ ବ୍ୟବହାର ପାଇଁ ଉପଯୁକ୍ତ

🚚 ଆମର ସୁବିଧା

✅ Cash on Delivery

✅ Free Shipping 

✅ Fast Delivery

✅ Secure Payment

✅ Customer Support

⭐⭐⭐⭐⭐ ଗ୍ରାହକଙ୍କ ମତାମତ (Reviews)

⭐⭐⭐⭐⭐

Sabita Nayak

“ଏହି ଭେଜିଟେବଲ୍ ଚପର୍ ବହୁତ ଭଲ। ପିଆଜ କାଟିବାବେଳେ ଆଉ ଆଖିରୁ ପାଣି ବାହାରୁନାହିଁ। କେବଳ କିଛି ସେକେଣ୍ଡରେ କାମ ସରିଯାଉଛି।”

⭐⭐⭐⭐⭐

Rashmi Mahanty


Product Quality bhala achhi. mu order karibara 7 dinare Delivery hela. Good.”

⭐⭐⭐⭐

Sunita

“ମୁଁ ପ୍ରତିଦିନ ବ୍ୟବହାର କରୁଛି। ରସୁଣ, ଲଙ୍କା, ଅଦା, ଟମାଟୋ ସବୁ ଖୁବ ଶୀଘ୍ର କାଟି ହେଉଛି।” Good Good

⭐⭐⭐⭐⭐

LIPIKA PATTANAYAK


“Cash on Delivery ଥିବାରୁ ଅର୍ଡର କରିଥିଲି। ପ୍ରଡକ୍ଟ ସମୟରେ ମିଳିଲା ଏବଂ ବହୁତ ଉପଯୋଗୀ ଲାଗିଲା।”

⭐⭐⭐⭐⭐

anita das


good Product. I Recomended It

⭐⭐⭐⭐⭐

jyoti munda


jinisata bhalaachhi. 

Contact Us (ଯୋଗାଯୋଗ)

 WhatsApp -7735260639

ସହାୟତା ସମୟ:
ସୋମବାର – ଶନିବାର
ସକାଳ 10:00 – ସନ୍ଧ୍ୟା 6:00

Refund & Return Policy (ଫେରସ୍ତ ଓ ରିଟର୍ନ ନୀତି)

ଯଦି ପ୍ରଡକ୍ଟ:

  • ଭାଙ୍ଗିଯାଇଥାଏ
  • କ୍ଷତିଗ୍ରସ୍ତ ଅବସ୍ଥାରେ ପହଞ୍ଚିଥାଏ
  • ଭୁଲ୍ ପ୍ରଡକ୍ଟ ମିଳିଥାଏ

ତେବେ ଡେଲିଭରି ପରେ 48 ଘଣ୍ଟା ମଧ୍ୟରେ ଆମ ସହ ଯୋଗାଯୋଗ କରନ୍ତୁ।

ରିଟର୍ନ ପାଇଁ:

  • ପ୍ରଡକ୍ଟ ବ୍ୟବହାର ନହୋଇଥିବା ହେବା ଦରକାର।
  • ମୂଳ ପ୍ୟାକେଜିଂ ରହିବା ଦରକାର।
  • ଅର୍ଡର ବିବରଣୀ ଦେବା ଆବଶ୍ୟକ।

ରିଫଣ୍ଡ କିମ୍ବା ରିପ୍ଲେସମେଣ୍ଟ ଅନୁରୋଧ ଯାଞ୍ଚ ପରେ ପ୍ରକ୍ରିୟା କରାଯିବ।